That’s right! Now you can find your soul mate based on Vedic astrology kundli matching in a matter of seconds, and what’s more, you can check it from the comfort of your home. All you need to do is enter the Date, Time and Place of Birth in the kundli matching software and you get the kundli matching results instantly.
Astro-Vision SoulMate Personal is the most trusted kundli matching software and has been used by marriage bureaus, astrology centres, astrologers and popular matrimonial websites all over the world. All the popular matrimonial websites are powered by Astro-Vision SoulMate Kundli Matching Software.
Astro-Vision SoulMate Personal Kundali Matching Marriage Software also provides you a choice of chart formats, like, North Indian, South Indian, East Indian, Kerala and Sri Lankan chart styles. This means you can generate kundali matching reports from the kundli matching software according to your requirements. You can also select the regional preferences based on which a match is made. The minimum check performed is the star compatibility check or Gun Milan Check. Other optional checks include Kuja Dosha Check or Manglik check, Papa Samyam Check and Dasa Sandhi Check. These optional checks can be enabled or disabled according to your customer’s preference.
You can also save the details of the prospective bride or groom for future reference in this Kundali Match Software.
Astro-Vision SoulMate Personal Kundli Matching Software has been tuned for personal use, and hence has a validity of either one year or 100 Kundali matches, whichever comes earlier. If you are looking for a marriage matching software for commercial use, then check out Astro-Vision SoulMate Bureau Software.
Astro-Vision SoulMate Personal Kundali Matching Software performs kundali matching of two individuals based on a number of factors. The minimum is star compatibility or nakshatra porutham. Star Check or Nakshatra Compatibility check is used for calculating the compatibility between birth stars. There are various options for calculating the compatibility. Although the basic principles of judging compatibility are the same, there are variations in the standards applied in different places. Different methods are provided to suit regional practices.
Astro-Vision SoulMate Personal Kundli Matching Software has the provision for performing a Manglik or Kuja Dosha Check. Manglik or Kuja Dosha is determined based on position of Kuja in a Kundali, since in certain positions, it is considered to adversely affect the longevity of the partner. This dosha is believed to be reduced and sometimes even eliminated by the presence of similar dosha in the Kundali of the other partner. Within the Manglik Check, a Strict Manglik Check is also available.
Astro-Vision SoulMate Personal Kundali Matching Software also checks for dasa sandhi as an optional feature. The change from one dasa to another is considered a very difficult period for any individual. If the dasa changes for the girl, as well as the boy take place within a short span, it is believed to make life tough for the married couple and hence matching is not recommended in such cases.
Astro-Vision SoulMate Personal Kundali Matching Software also checks for papa matching between the kundalis. The total Papa (Dosha) in a kundali is calculated by assigning papa points for different planetary positions in the kundali. The total papa points in the boy's kundali should ideally be the same or marginally higher than that of the girl for a good kundali match.
ବିଲକୁଲ ଠିକ୍! ଏବେ ଆପଣ ବୈଦିକ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ସୋଲମେଟ୍ ମାଧ୍ୟମରେ ମାତ୍ର କିଛି ସମୟରେ ନିଜ ଜାତକ ମିଳାଇ ପାରିବେ, ଏବଂ ଆହୁରି ମଧ୍ୟ, ଆପଣଙ୍କ ସୁବିଧା ଅନୁସାରେ ଘରେ ବସି ବି ଏହାକୁ ଯାଞ୍ଚ୍ କରିପାରିବେ | ଆପଣଙ୍କୁ କେବଳ ଏତିକି କରିବାକୁ ହେବ ଯେ, ନିଜ ଜନ୍ମ ତାରିଖ, ଜନ୍ମ ସମୟ ଏବଂ ଜନ୍ମ ସ୍ଥାନକୁ ଜାତକ ମିଳାଇବା ସଫ୍ଟୱେରରେ ପ୍ରବେଶ କରାଇବାକୁ ପଡ଼ିବ | ଆଉ ଆପଣଙ୍କୁ ତୁରନ୍ତ ମିଳିପାରିବ, ନିଜ ଜାତକ ମିଳାଇବାର ଫଳାଫଳ |
ଆଷ୍ଟ୍ରୋ ଭିଜନ ସୋଲମେଟ ପର୍ସନଲକୁ ଜାତକ ମିଳାଇବା ପାଇଁ ସବୁଠାରୁ ବିଶ୍ୱାସନୀୟ ସଫ୍ଟୱେର ଭାବେ ବିଶ୍ୱର ସମସ୍ତ ମ୍ୟାରେଜ ବ୍ୟୁରୋ, ଆଷ୍ଟ୍ରୋଲୋଜି ସେଣ୍ଟର, ନାମିଦାମି ମାଟ୍ରିମୋନିଆଲ ୱେବସାଇଟ୍ ଓ ଜ୍ୟୋତିଷମାନେ ବ୍ୟବହାର କରିଥାନ୍ତି | ଏପରିକି ପ୍ରତ୍ୟୋକ ନାମିଦାମି ମାଟ୍ରିମୋନିଆଲ ୱେବସାଇଟ୍ ଗୁଡ଼ିକ ଆଷ୍ଟ୍ରୋ ଭିଜନ ସୋଲମେଟ ପର୍ସନଲ ଜାତକ ମିଳାଇବା ସଫ୍ଟୱେର୍ ଦ୍ୱାରା ପରିଚାଳିତା |
ଆଷ୍ଟ୍ରୋ ଭିଜନ ସୋଲମେଟ ପର୍ସନଲ ହୋରୋସ୍କୋପ ମ୍ୟାଚିଂ ମ୍ୟାରେଜ ସଫ୍ଟୱେର୍ ଆପଣଙ୍କୁ ନିଜ ପସନ୍ଦ ମୁତାବକ ତଥ୍ୟର ଢାଞ୍ଚା ପ୍ରଦାନ କରିଥାଏ, ଯେପରିକି, ଉତ୍ତର ଭରତୀୟ, ଦକ୍ଷିଣ ଭାରତୀୟ, ପୂର୍ବ ଭାରତୀୟ, କେରଳ ଓ ଶ୍ରୀଲଙ୍କା ଶୈଳୀରେ ତଥ୍ୟ ସାରଣୀ ଅର୍ଥାତ୍ ଏହି ହୋରୋସ୍କୋପ ମ୍ୟାଚିଂ ସଫ୍ଟୱେର୍ ମାଧ୍ୟମରେ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ହୋରୋସ୍କୋପ ମ୍ୟାଚିଂ ରିପୋର୍ଟ ପ୍ରସ୍ତୁତ କରିପାରିବୋ ଏପରିକି ଆପଣ ନିଜ ଅଞ୍ଚଳର ପ୍ରସଙ୍ଗିକତା ଅନୁଯାୟୀ ମଧ୍ୟ କୌଣସି ପାତ୍ର ଯୋଗାଡ଼ କରିପାରିବୋ ସର୍ବନିମ୍ନ ଅନୁଧ୍ୟାନ ଯେପରିକି, ନକ୍ଷତ୍ର ସଂଯୋଗ ପରୀକ୍ଷା କିମ୍ବା ଗୁଣ ମିଳନ କରିପାରିବୋ ଏହାବାଦ୍ ଇଚ୍ଛାଧିନ ଭାବେ କୁଜ ଦୋଷ କିମ୍ବା ମାଙ୍ଗଳିକ ପରୀକ୍ଷା, ପାପ ସମୟ ପରୀକ୍ଷା ଓ ଦଶ ସନ୍ଧି ପରୀକ୍ଷା ଆଦି ମଧ୍ୟ କରିପାରିବୋ ଏହି ଇଚ୍ଛାଧିନ ପରୀକ୍ଷାଗୁଡ଼ିକ ଆପଣ ନିଜ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ଉପଲଚ୍ଛ କରାଇପାରିବୋ
ଏପରିକି ଭବିଷ୍ୟତ ବର କିମ୍ବା କନ୍ୟାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଆପଣ ଏହି ହୋରୋସ୍କୋପ ମ୍ୟାଚିଂ ସଫ୍ଟୱେର୍ ମାଧ୍ୟମରେ ଭବିଷ୍ୟତ ଅନୁଧ୍ୟାନ ପାଇଁ ସଂଗୃହିତ କରିପାରିବେ |
ଆଷ୍ଟ୍ରୋ ଭିଜନ ସୋଲମେଟ ପର୍ସନଲ ହୋରୋସ୍କୋପ ମ୍ୟାଚିଂ ସଫ୍ଟୱେର୍କୁ ଆପଣ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟବହାରରେ ମଧ୍ୟ ଲଗାଇ ପାରିବୋ ଏପରି କ୍ଷେତ୍ରରେ ଏହାର ନ୍ୟାୟତା ଏକ ବର୍ଷ କିମ୍ବା 100 ଜାତକ ମିଳାଇବା, ଯେଉଁଟା ବି ଆଗ ଆସିବ, ଯାଏଁ ଉପଲବ୍ଧ ରହିବା ଯଦି ଆପଣ ବ୍ୟବସାୟୀକ ବ୍ୟବହାର ପାଇଁ କୌଣସି ମ୍ୟାରେଜ ମ୍ୟାଚିଂ ସଫ୍ଟୱେର୍ ଚାହୁଁଛନ୍ତି, ତେବେ ଯୋଗାଯୋଗ କରନ୍ତୁ ଆଷ୍ଟ୍ରୋ-ଭିଜନ୍ ସୋଲ୍ମେଟ୍ ବ୍ୟୁରୋ ସଫ୍ଟୱୟର୍.
ଆଷ୍ଟ୍ରୋ ଭିଜନ ସୋଲମେଟ ପର୍ସନଲ ହୋରୋସ୍କୋପ ମ୍ୟାଚିଂ ସଫ୍ଟୱେର୍ ମାଧ୍ୟମରେ ଦୁଇ ଜଣ ବ୍ୟକ୍ତିଙ୍କର ବିଭିନ୍ନ ଦିଗ ଉପରେ ଜାତକ ମିଳନ ହୋଇପାରିଥାଏ | ଯାହାମଧ୍ୟରେ ସର୍ବନିମ୍ନ ହେଉଛି, ନକ୍ଷତ୍ର ସଂଯୋଗ କିମ୍ବା ନକ୍ଷତ୍ର ପୋରୁଥମା ନକ୍ଷତ୍ର ପରୀକ୍ଷା କିମ୍ବା ନକ୍ଷତ୍ର ସଂଯୋଗ ପରୀକ୍ଷାକୁ ଦୁଇଟି ଜନ୍ମ ନକ୍ଷତ୍ର ସଂଯୋଗର ଗଣନା କ୍ଷେତ୍ରରେ ବ୍ୟବହାର କରାଯାଇଥାଏ | ଏହି ସଂଯୋଗ ଗଣନା ପାଇଁ ଅନେକ ଗୁଡ଼ିଏ ବିକଳ୍ପ ଅଛି | ଯଦିଓ ଏସବୁ ସଂଯୋଗର ବିଚାର କରିବାପାଇଁ ମୌଳିକ ନୀତିନିୟମ ସମାନ, ହେଲେ ଅଲଗା ଅଲଗା କ୍ଷେତ୍ରରେ ଏହାର ବ୍ୟବହାରରେ ଭିନ୍ନତା ଆସିଥାଏ | ଆଞ୍ଚଳିକ ବ୍ୟବହାର ପାଇଁ ପ୍ରଦତ୍ତ ବିଭିନ୍ନ ପ୍ରଣାଳୀ |
ଆଷ୍ଟ୍ରୋ ଭିଜନ ସୋଲମେଟ ପର୍ସନଲ ହୋରୋସ୍କୋପ ମ୍ୟାଚିଂ ସଫ୍ଟୱେରରେ କୁଜ ଦୋଷ କିମ୍ବା ମାଙ୍ଗଳିକ ପରୀକ୍ଷା କରିବାର ବି ବ୍ୟବସ୍ଥା ରହିଛି | ଜାତକରେ କୁଜର ଅବସ୍ଥିତିକୁ ଅନୁଧାନକରି ମାଙ୍ଗଳିକ କିମ୍ବା କୁଜ ଦୋଷ ନିର୍ଦ୍ଧାରଣ କରାଯାଇଥାଏ | କିଛି ନିର୍ଦ୍ଧାରିତ ସ୍ଥାନରେ ଏହାର ଅବସ୍ଥାନ ନିଜ ସାଥୀର ଦୀର୍ଘାୟୁ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ | ଏହି ଦୋଷକୁ ହ୍ରାସ କରାଯାଇ ପାରିବ ବୋଲି ବିଶ୍ୱାସ ରହିଛି ଏବଂ କିଛି କ୍ଷେତ୍ରରେ ଅନ୍ୟ ସାଥୀର ଜାତକରେ ସାମାନ ଦୋଷର ଅବସ୍ଥାନ ଦ୍ୱାରା ଏହାକୁ ସୂର୍ଣ୍ଣ ଦୂର ମଧ୍ୟ କରାଯାଇ ପାରିବା ମାଙ୍ଗଳିକ ପରୀକ୍ଷା ମଧ୍ୟରେ, ଏକ କଠୋର ମାଙ୍ଗଳିକ ପରୀକ୍ଷା ମଧ୍ୟ ଉପଲବ୍ଧ |
ଆଷ୍ଟ୍ରୋ ଭିଜନ ସୋଲମେଟ ପର୍ସନଲ ହୋରୋସ୍କୋପ ମ୍ୟାଚିଂ ସଫ୍ଟୱେରରେ ଇଚ୍ଛାଧିନ ବୈଶିଷ୍ଟ୍ୟ ଭାବେ ଦଶା ସନ୍ଧି ପରୀକ୍ଷା ମଧ୍ୟ କରାଯାଇଥାଏା ଗୋଟିଏ ଦଶାରୁ ଅନ୍ୟ ଦଶାକୁ ପରିବର୍ତ୍ତନ, ଜଣେ ବ୍ୟକ୍ତି ପାଇଁ ସବୁଠାରୁ କଠିନ ସମୟବୋଲି ଧରାଯାଇଥାଏା ଯଦି ଜଣେ ଝିଅର ଦଶା ପରିବର୍ତ୍ତନ ହୁଏ, ତେବେ ସମାନ୍ତରାଳ ଭାବେ କିଛି ମୂହୁର୍ତ୍ତ ମଧ୍ୟରେ ପୁଅର ମଧ୍ୟ ଦଶା ପରିବର୍ତ୍ତନ ହୋଇଥାଏା ତେଣୁ ବିଶ୍ୱାସ କରାଯାଏ ଯେ, ଏପରି କ୍ଷେତ୍ରରେ ଜାତକ ମିଳନ ନେଇ ସଠିକ୍ ପରାମର୍ଶ ନିଆନଗଲେ, ବିବାହିତ ଦମ୍ପତିଙ୍କର ଜୀବନ କଷ୍ଟକର ହୋଇପଡ଼ିଥାଏା.
ଆଷ୍ଟ୍ରୋ ଭିଜନ ସୋଲମେଟ ପର୍ସନଲ ହୋରୋସ୍କୋପ ମ୍ୟାଚିଂ ସଫ୍ଟୱେରରେ ଦୁଇଟି ଜାତକ ମଧ୍ୟରେ ପାପ ପରୀକ୍ଷା ମଧ୍ୟ କରାଯାଇଥାଏା ଗୋଟିଏ ଜାତକରେ ସୂର୍ଣ୍ଣ ପାପ (ଦୋଷ)ର ଗଣନା, ଜାତକରେ ବିଭିନ୍ନ ଗ୍ରହର ଅବସ୍ଥାନକୁ ନେଇ ହୋଇଥାଏା ଉତ୍ତମ ଜାତକ ମିଳନ କ୍ଷେତ୍ରରେ, ଜଣେ ପୁଅର ଜାତକରେ ଯାହାସବୁ ପାପ ପରିଲକ୍ଷତ ହୋଇଥାଏ, ତାହା ସମାନ ଭାବେ କିମ୍ବା କିଛି ମାତ୍ରାରେ ଅଧିକ ପରିମାଣରେ ଝିଅର ଜାତକରେ ଦେଖାଯାଇଥାଏା
Operating system: Windows 7, 8, 10 - 32 & 64 bit, minimum 256 MB RAM & 100 MB HDD space