LifeSign Mini® 1.2

Free Oriya Astrology Software Download

chart bengali free astrology software
bengali free astrology software bengali free astrology software


32 years of
excellence

Software in
12 languages

Over 1 million
customers

Used in over
170 countries

gayatridevi

“The digital avatars of Jyotisha powered by Astro-Vision have spread awareness and are ideal to today's fast paced life...”

narayanan

“I have been using Astro-Vision mobile application for the past two years. It is very simple, useful and accurate...”

CVBSubrahmanyam

“In older days, without checking panchangam, people didn't even stepped out of their homes. But in today's world...”

KanippayyurNamboodiripad

“Astro-Vision Futuretech is the number one company providing astrological reports, which are very accurate...”

ଲାଇଫ ସାଇନ୍‌ ମିନି ଫିଚର୍ସ (ରାଶିର ସଂକ୍ଷିପ୍ତ ବିଶେଷତ୍ୱ)

ବ୍ୟକ୍ତିଭିତ୍ତିକ ଜାତକ ଫଳାଫଳ ପାଆନ୍ତୁ

ଲାଇଫ୍‌ସାଇନ ମିନି ମାଗଣା ଓଡ଼ିଆ ଜ୍ୟୋତିଷ ସଫ୍‌ଟୱୟାର ବ୍ୟକ୍ତିଙ୍କର ବୟସ ଓ ଲିଙ୍ଗ ଅନୁଯାୟୀ ଯଥାର୍ଥ ଜାତକ ରିପୋର୍ଟ ଦେଇଥାଏ। ଏହି ସଫଟ୍‌ୱେୟାର ଜନ୍ମ ତାରିଖ, ସ୍ଥାନ ଏବଂ ସମୟ ଆଧାରରେ ଜାତକ ତିଆରି କରିଥାଏ।

ବିଭିନ୍ନ ଭାଷାରେ ଉପଲବ୍ଧ

ଏହି ଆଷ୍ଟ୍ରୋଭିଜନ ଜାତକ ସଫଟ୍‌ୱୟାର ଇଂରାଜୀ, ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମରାଠା, କନ୍ନଡ ଭାଷାରେ ରିପୋର୍ଟ ତିଆରି କରିଥାଏ।

ବିଭିନ୍ନ ଆଞ୍ଚଳିକ ଜାତକ ଶୈଳୀ

ମାଗଣା ଓଡ଼ିଆ ଜ୍ୟୋତିଷ ସଫଟ୍‌ୱୟାର ଆପଣ ପସନ୍ଦ କରୁଥବା ଆଞ୍ଚଳିକ ଶୈଳୀ- ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ, କେରଳ କିମ୍ବା ବଙ୍ଗାଳୀ ଶୈଳୀରେ ଆପଣଙ୍କ ଜାତକ ବା ଟିପଣା ତିଆରି କରିବାକୁ ଦିଏ।

ବିଭିନ୍ନ ଅୟନାଂଶ ବିକଳ୍ପ

ଏହି ମାଗଣା ଓଡ଼ିଆ ବୈଦିକ ଜ୍ୟୋତିଷ ସଫଟ୍‌ୱୟାର ଚାରି ଅୟନାଂଶ ବିକଳ୍ପ ପ୍ରଦାନ କରେ।

  • ରମଣ ଅୟନାଂଶ
  • ଚିତ୍ରାପକ୍ଷ ବା ଲାହିରୀ ଅୟନାଂଶ
  • ତିରୁକାଣିତାମ୍‌ ଅୟନାଂଶ
  • କୃଷ୍ଣମୂର୍ତ୍ତୀ (କେପି) ଅୟନାଂଶ

ବିସ୍ତୃତ ପଞ୍ଚାଙ୍ଗ ପୂର୍ବାନୁମାନ

ଏହି ମାଗଣା ଓଡ଼ିଆ ଜ୍ୟୋତିଷ ସଫଟୱୟାର ଲାଇଫସାଇନ ମିନି ପଞ୍ଚାଙ୍ଗ ପୂର୍ବାନୂମାନ ପ୍ରଦାନ କରେ

  • ସପ୍ତାହର ବାର ଉପରେ ଆଧାରିତ
  • ଜନ୍ମ ନକ୍ଷତ୍ର ଉପରେ ଆଧାରିତ
  • ତିଥି/ ଚାନ୍ଦ୍ର ଦିବସ ଉପରେ ଆଧାରିତ
  • କରଣ ଉପରେ ଆଧାରିତ
  • ନିତ୍ୟା ଯୋଗ ଉପରେ ଆଧାରିତ

ଦଶା ଏବଂ ଅପହର

ଆଷ୍ଟ୍ରୋ-ଭିଜନର ମାଗଣା ଓଡ଼ିଆ ଜ୍ୟୋତିଷ ସଫଟୱୟାର ଲାଇଫସାଇନ ମିନି ଆମକୁ ଦଶା ଏବଂ ଭୂକ୍ତି (ଅପହର) ଅପଧି ବିଷୟରେ କହିଥାଏ। ଏହି ଜାତକ ସଫଟ୍‌ୱୟାର ପ୍ରତି ଦଶା ମଧ୍ୟରେ ପ୍ରତି ଅପହର/ ଭୂକ୍ତିର ଆରମ୍ଭ ଓ ଶେଷ ବିଷୟରେ ସୂଚନା ଦେଇଥାଏ। ଏହା ସହିତ ସାଂପ୍ରତିକ ଦଶା/ ଅପହର ବିଷୟରେ ପୂର୍ବାନୁମାନ ପ୍ରଦାନ କରିଥାଏ।

ବ୍ୟକ୍ତିତ୍ୱ ଏବଂ ଜୀବନ ବିଷୟରେ ଭାବ ପୂର୍ବନୁମାନ

ଲାଇଫସାଇନ ମିନି ଜାତକ ସଫଟୱୟାର ଓଡ଼ିଆରେ ଭାବ ପୂର୍ବାନୁମାନ ପ୍ରଦାନ କରେ। ଏହି ମାଗଣା ଜ୍ୟୋତିଷ ସଫଟୱୟାର ଜୀବନ ଓ ଚରିତ୍ର ଉପରେ ଗ୍ରହମାନଙ୍କର ପ୍ରଭାବ ବିଷୟରେ କହିଥାଏ ଏବଂ ଆପଣଙ୍କ ଶାରୀରିକ ଗଠନ, ବ୍ୟକ୍ତିତ୍ୱ ଏବଂ ସ୍ଥିତି ବିଷୟରେ ସୂଚନା ପାଇଁ ପ୍ରଥମ ଗୃହର ସମୀକ୍ଷା କରିଥାଏ।

ଜନ୍ମ ନକ୍ଷତ୍ରର ଗୁଣଗୁଡ଼ିକ

ଲାଇଫସାଇନ ମିନି ମାଗଣା ଓଡ଼ିଆ ସଫଟୱୟାର ଜନ୍ମ ନକ୍ଷତ୍ର ବାହାର କରେ ଓ ଏହାର ଗୁଣଗୁଡ଼ିକ ବ୍ୟାଖ୍ୟା କରେ।

ଯୋଗ ଏବଂ ଏହାର ପ୍ରଭାବଗୁଡ଼ିକ

ଲାଇଫ୍‌ସାଇନ ମିନି ବିଭିନ୍ନ ଗ୍ରହର ସମାହରରେ ସୃଷ୍ଟି ହେଉଥିବା ଯୋଗ ବିଷୟରେ ସୂଚନା ଦେଇଥାଏ। ଏହି ମାଗଣା ଜ୍ୟୋତିଷ ସଫୱୟାର ବିଭିନ୍ନ ଯୋଗର ପ୍ରଭାବ ବିଷୟରେ କହିଥାଏ ଏବଂ ସମ୍ଭାବ୍ୟ ଯୋଗ ବିଷୟରେ ସୂଚନା ଦେଇଥାଏ।

ବିଂଶୋତ୍ତରୀ ଦଶା

ଏହି ଆଷ୍ଟ୍ରୋଭିଜନ ଜ୍ୟୋତିଷ ସଫଟୱୟାର ବିଂଶୋତ୍ତରୀ ଦଶା ଅବଧି ବିଷୟରେ ସଂକ୍ଷିପ୍ତ ସାରାଂଶ ପ୍ରଦାନ କରେ।

ସୁଦର୍ଶନ ଚକ୍ର ଚାର୍ଟ

ଲାଇଫ୍‌ସାଇନ ମିନି ମାଗଣା ଓଡ଼ିଆ ସଫଟୱୟାର ସୁଦର୍ଶନ ଚକ୍ର ଚାର୍ଟ ସୃଷ୍ଟି କରେ।

ଗ୍ରହଙ୍କର ସ୍ଥିତି ବିଷୟରେ ରିପୋର୍ଟ

ଲାଇଫ୍‌ସାଇନ ମିନି ମାଗଣା ଜାତକ ସଫଟୱୟାର ଓଡ଼ିଆରେ ଗ୍ରହମାନଙ୍କର ସ୍ଥିତି ବିଷୟରେ ବିସ୍ତୃତ ସୂଚନା ଦେଇଥାଏ। ଯେପରିକି

  • ଗୃହ ଅଧିପତି
  • ପ୍ରତି ଗୃହର ଭାବ ଅଧିପତି
  • ଗ୍ରହମାନଙ୍କର ମିଳିତ ଅବସ୍ଥାନ
  • ମଙ୍ଗଳକାରୀ ଏବଂ ଅସୁଭ ଗ୍ରହଗୁଡ଼ିକ, ଗୃହ ଉପରେ ଗ୍ରହର ଦୃଷ୍ଟି, ଗ୍ରହ ଉପରେ ଗ୍ରହର ଦୃଷ୍ଟି ଏବଂ ଗ୍ରହମାନଙ୍କର ପ୍ରଭାବ
  • ବନ୍ଧୁତ୍ୱ ଚାର୍ଟ - ନୈସର୍ଗିକ କିମ୍ବା ସ୍ଥାୟୀ ବନ୍ଧୁତ୍ୱ ଚାର୍ଟ, ତତ୍କାଳିକ କିମ୍ବା ଅସ୍ଥାୟୀ ବନ୍ଧତ୍ୱ ଚାର୍ଟ ଏବଂ ପଞ୍ଚାଦ୍ଧ ବା ପାଞ୍ଚସ୍ତର ଯୁକ୍ତ ବନ୍ଧୁତ୍ୱ ଚାର୍ଟ
  • ମଙ୍ଗଳଦୋଷ ଯାଞ୍ଚ
  • ମୌଧ୍ୟମ ଦହନ
  • ଗ୍ରହ ଯୁଦ୍ଧ
  • ଗ୍ରହାବସ୍ଥା

ବିବାହମେଳକ ଯାଞ୍ଚ କରେ

ଆଷ୍ଟ୍ରୋଭିଜନ ଲାଇଫ୍‌ସାଇନ ମିନି ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ମେଳକ ଯାଞ୍ଚ କରିବା ପାଇଁ ଜାତକ ମେଳକ କରିଥାଏ। ଏହି ମାଗଣା ଜ୍ୟୋତିଷ ସଫଟୱୟାର ନକ୍ଷତ୍ର ମେଳକ (ଗୁଣ ମିଳନ) ଯାଞ୍ଚ, ପାପ ସମ୍ୟ, ଦଶ ସନ୍ଧି ଏବଂ ମଙ୍ଗଳ ଦୋଷ ଯାଞ୍ଚ କରିଥାଏ। ଏହି ଜାତକ ସଫଟୱୟାର ମଧ୍ୟ ବିବାହ ମେଳକ ଯାଞ୍ଚ କରିବା ପାଇଁ ଆପଣଙ୍କୁ ଉତ୍ତର ଭାରତୀୟ/ ଦକ୍ଷିଣ ଭାରତୀୟ/ ପୂର୍ବ ଭାରତୀୟ ଶୈଳୀ ବାଛିବାକୁ ଦେଇଥାଏ।

ବିଭିନ୍ନ ସହରର ବିଶାଳ ଟାଟା ବେସ

ଜାତକ ପ୍ରସ୍ତୁତ କରିବା ପାଇଁ ଜନ୍ମ ସ୍ଥାନର ଅକ୍ଷାଂଶ, ଦ୍ରାଘିମା ଏବଂ ସମୟ କ୍ଷେତ୍ର ଆବଶ୍ୟକ ହୋଇଥାଏ। ଏହି ମାଗଣା ଓଡ଼ିଆ ଜ୍ୟୋତିଷ ସଫଟୱୟାର ଲାଇଫ୍‌ସାଇନରେ ସାରା ବିଶ୍ୱର ସହରଗୁଡ଼ିକର ଡାଟା ବେସ୍‌ ପୂର୍ବରୁ ରହିଛି। ଆପଣ ମଧ୍ୟ ଏହି ତଥ୍ୟରେ ନୂଆ ସହର ଯୋଗ କରିପାରିବେ।

New features

* Added Rahu and Ketu dosha predictions.
* Solved the issue of showing elevation error during first installation.
* Integrated advertising module in all languages.

System Requirements

Operating system: Windows 98/ME/2K/XP/Vista, Windows 7, 8, 10 - 32 & 64 bit, minimum 256 MB RAM & 100 MB HDD space

How to uninstall? / Uninstallation

Open Programs and Features by clicking the Start button. Click Control Panel, click Programs and select Programs and Features. Then click LifeSign Mini and click Uninstall.

LifeSign Mini Features

Get Personalised Kundli reports

LifeSign Mini free Odia astrology software gives kundli reports relevant to the person’s age & gender. The software generates kundli based on date, time and place of birth.

Available in various languages

This Astro-Vision kundli software generates reports in languages viz. English, Odia, Hindi, Bengali, Telugu, Tamil, Marathi, Kannada and Malayalam.

Different regional chart styles

Free Oriya astrology software lets you prepare charts in your preferred regional style - North Indian, South Indian, Kerala or Bengali.

Different Ayanamsa options

This Free Oriya Vedic Astrology software provides 4 Ayanamsa options.

  • Raman Ayanamsa
  • Chitra Paksha or Lahiri Ayanamsa
  • Thirukanitham Ayanamsa
  • Krishnamurthy (KP) Ayanamsa

Detailed Panchang predictions

The free Odia astrology software LifeSign Mini provides Panchang predictions.

  • Based on the weekday
  • Based on the birth star
  • Based on the Thithi/lunar day
  • Based on the Karana
  • Based on the Nithya Yoga

Dasas and Apaharas

Astro-Vision’s free Oriya kundli software LifeSign Mini tells about the Dasa and Bhukti (Apahara) periods. This kundli software gives information on beginning and end of each Apahara/Bhukti within each Dasa. Also, gives predictions on the current Dasa/Apahara.

Bhava predictions on personality & life

LifeSign Mini kundali software in Odia gives Bhava predictions. The free astrology software tells about the influence of planets on life & character and analyses 1st house for information on your physical structure, personality & status.

Birth star qualities

LifeSign Mini free Odia astrology software finds birth star and explains its qualities.

Yogas and its effects

LifeSign Mini finds the various combinations of planets resulting in Yogas. The free astrology software tells about the effects of various Yogas and gives reference to the possible Yogas.

Vimshottari Dasa

This Astro-Vision kundali software gives a brief summary of Vimshottari Dasa periods.

Sudarsana chakra chart

LifeSign Mini free kundali software in Odia generates Sudarsana chakra chart.

Report on Planetary Dispositions

LifeSign Mini free kundli software in Oriya provides a detailed account of planetary dispositions such as

  • House Lords
  • Bhava lord of each house
  • Planetary conjunction
  • Beneficial & malefic planets, planet to house aspects, planet to planet aspects and planets’ influences.
  • Friendship charts – Naisargika or permanent friendship chart, Tatkalika or temporary friendship chart & Panchadha or five-fold friendship chart
  • Kuja Dosha check
  • Moudhyam combustion
  • Graha Yuddha
  • Grahavastha

Checks Marriage Compatibility

Astro-Vision LifeSign Mini does Kundali Matching to check the marital compatibility between two people. The free astrology software checks this by performing star compatibility (Gun Milan) check, Papa Samya, Dasa Sandhi and Kuja (Maglik) Dosha checks. The kundli software also lets you choose your preferred format - North Indian / South Indian / East Indian for checking marriage compatibility.

Vast database of cities

The latitude, longitude and time zone of the birth place are necessary to prepare kundli. The free Odia astrology software LifeSign Mini has an in-built database of cities around the world. You could add new city data to this.

New features

* Added Rahu and Ketu dosha predictions.
* Solved the issue of showing elevation error during first installation.
* Integrated advertising module in all languages.

System Requirements

Operating system: Windows 98/ME/2K/XP/Vista, Windows 7, 8, 10 - 32 & 64 bit, minimum 256 MB RAM & 100 MB HDD space

How to uninstall? / Uninstallation

Open Programs and Features by clicking the Start button. Click Control Panel, click Programs and select Programs and Features. Then click LifeSign Mini and click Uninstall.

Gayatri Devi Vasudev

gayatridevi

“The digital avatars of Jyotisha powered by Astro-Vision have spread awareness and are ideal to today's fast paced life...”

M V Naranarayanan

narayanan

“I have been using Astro-Vision mobile application for the past two years. It is very simple, useful and accurate...”

Dr.C.V.B. Subrahmanyam

CVBSubrahmanyam

“In older days, without checking panchangam, people didn't even stepped out of their homes. But in today's world...”

Kanippayyur Namboodiripad

KanippayyurNamboodiripad

“Astro-Vision Futuretech is the number one company providing astrological reports, which are very accurate...”

Our Corporate Clients


Request a call back
callback
close
LifeSign Mini® 1.2